ମହାନଦୀ ଜଳ ବିବାଦ: ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ଆଜିି

ସମ୍ବଲପୁର : ମହାନଦୀ ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ବହୁପ୍ରତୀକ୍ଷିତ ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଆସନ୍ତା ୨୪ ଅଗଷ୍ଟ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଛତିଶଗଡ଼ର ଜଳ ସଂପଦ ବିଭାଗର ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଅପରାହ୍‌ଣରେ ବୁର୍ଲା ଅଶୋକ ନିବାସରେ ପହଂଚିବେ ବୋଲି ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା … Continue reading ମହାନଦୀ ଜଳ ବିବାଦ: ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ଆଜିି